ତତ୍କ୍ରିୟ Tat-kriyā

  • ସଂ. ବିଣ. (ବହୁବ୍ରୀହି, ତତ୍+କ୍ରିୟା) — ବିନା ଦରମାରେ ଯେ କାମ କରେ — Working without any pay or remunaration
  • ସଂ. ବିଣ. (ବହୁବ୍ରୀହି, ତତ୍+କ୍ରିୟା) — ସେହି କର୍ମକାରୀ — Doing that work
  • ସଂ. ବିଣ. (ବହୁବ୍ରୀହି, ତତ୍+କ୍ରିୟା) — ସେହି ବ୍ଯବସାୟୀ — Following that profession