ତଣ୍ଡୁଳ Taṇḍuḻa

  • ସଂ. ବି. (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ) — ଚାଉଳ — Rice; husked rice
  • ସଂ. ବି. (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ) — ଲେଉଟିଆ ଶାଗ — A kind of pot-herb
  • ସଂ. ବି. (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ) — ବାଇବିଡ଼ଙ୍ଗ (ଦେଖ) (ହି. ଶବ୍ଦସାଗର) — Bāibiṟḍ̠aṅga (See)
  • ସଂ. ବି. (ତଣ୍ଡ ଧାତୁ, ଆଘାତ କରିବା+କର୍ମ. ଉଳ) — 8 ଗୋଟି ସୋରିଷ ଓଜନର ପ୍ରାଚୀନକାଳର ହୀରାର ଓଜନବିଶେଷ (ହି. ଶବ୍ଦସାଗର) — 8ଗୋଟି ସୋରିଷ ଓଜନର ପ୍ରାଚୀନକାଳର ହୀରାର ଓଜନବିଶେଷ (ହି. ଶବ୍ଦସାଗର)—. A standard of weighing diamond equel to the weight of eight mustard seeds