ତଣ୍ଡୁରଣ Taṇḍuraṇa

  • ସଂ. ବି. (ତଣ୍ଡ ଧାତୁ+ସଂଜ୍ଞାର୍ଥେ. ଉରଣ) — ଚାଉଳଧୂଆ ପାଣି (ହି. ଶବ୍ଦସାଗର) — Water of washed rice
  • ସଂ. ବି. (ତଣ୍ଡ ଧାତୁ+ସଂଜ୍ଞାର୍ଥେ. ଉରଣ) — ପୋକ ଜୋକ (ହି. ଶବ୍ଦସାଗର) — Warms and insects