ତଣ୍ଡୁଳୋଦକ Taṇḍuḻodaka

  • ସଂ. ବି (ବୈଦ୍ଯକ) (ତଣ୍ଡୁଳ+ଉଦକ=ମ. ପ. ଲୋ.) — ଅରୁଆ ଚାଉଳ ବା ଅରୁଆ ଚାଉଳ ଚୂନାକୁ 4 ଗୁଣ ବା 8 ଗୁଣ ପାଣିରେ ଧୋଇ ଚାଉଳ ଛାଣିନେଲେ ଯେଉଁ ପାଣି ରହେ — ଅରୁଆ ଚାଉଳ ବା ଅରୁଆ ଚାଉଳ ଚୂନାକୁ4ଗୁଣ ବା8ଗୁଣ ପାଣିରେ ଧୋଇ ଚାଉଳ ଛାଣିନେଲେ ଯେଉଁ ପାଣି ରହେ—. Rice water (rice washed in 4 or 8 times its weight in water)
  • ସଂ. ବି (ବୈଦ୍ଯକ) (ତଣ୍ଡୁଳ+ଉଦକ=ମ. ପ. ଲୋ.) — ଚାଉଳଧୁଆ ପାଣି — Rice water