ତଣ୍ଡାଇବା Taṇḍāibā
- ଦେ. କ୍ରି. (ତଣ୍ଡିବାର ଣିଜନ୍ତ ରୂପ) — ଜୋରିମାନା କରାଇବା — To cause a person to pay fine
- ଦେ. କ୍ରି. (ତଣ୍ଡିବାର ଣିଜନ୍ତ ରୂପ) — ଅନ୍ଯ ବ୍ୟକ୍ତକୁ ତଣ୍ଡ ଦେବାକୁ ବାଧ୍ୟ କରିବା — To cause a person pay money against his wish
- ଦେ. କ୍ରି. (ତଣ୍ଡିବାର ଣିଜନ୍ତ ରୂପ) — କୌଣସି ବ୍ଯକ୍ତିଠାରୁ ଜୋରିମାନା ଆଦାୟ କରିବା — To enforce or realise a fine
- ଦେ. କ୍ରି. (ତଣ୍ଡିବାର ଣିଜନ୍ତ ରୂପ) — କୌଣସି ବ୍ଯକ୍ତିକୁ ବୃଥା ଖର୍ଚ୍ଚରେ ପକାଇବା, ଜେରବାର କରାଇବା — To put a man to unnecessary loss of money or expense