ତଣ୍ଡକ Taṇḍaka

  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ଖଞ୍ଜନ ପକ୍ଷୀ; କଜଳପାତିଆ — The wagtail (Motacila Alba)
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ଫେନ — Foam; froth
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ବଞ୍ଚକ — A rogue; a cheat
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ତରୁସ୍କନ୍ଧ — The trunk of a tree
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ସମାସବହୁଳ ରଚନା — A composition abounding in compound words
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ମାୟା; ମୋହ — Fascination
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ଜାଦୁକର — Juggler (Apte)
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ପୂର୍ଣ୍ଣ ଆୟୋଜନ ବା ସମାପ୍ତି — Complete arrangement or performance (Apte)
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ଅଳଙ୍କରଣ; ସଜାଇବା — Decoration (Apte)
  • ସଂ. ବି. (ତଣ୍ଡ୍ ଧାତୁ=ଆଘାତ କରିବା; ବଧ କରିବା+କର୍ତ୍ତୃ. ଅକ) — ଘରର ତୁଳିଆ ଖୁଣ୍ଟ — The upright post of a house (Apte)
  • ବିଣ — ବିନାଶକ — Destroyer
  • ବିଣ — ବହୁରୂପୀ; ବହୁବେଶଧାରୀ — Assuming various disguises