ତଣ୍ଟିରେ ଲାଗିବା Taṇṭire lāgibā

  • ଦେ. କ୍ରି — (ଖାଦ୍ୟଦ୍ରବ୍ୟ ଆଦି) କଣ୍ଠନାଳୀରେ ଅଟକିବା — To stick in the throat
  • ଦେ. କ୍ରି — (ଯଥା—ଲୌକିକ ବିଶ୍ୱାସ ଯେ, କେହି ଦୂରସ୍ଥ ପ୍ରିୟ ବ୍ଯକ୍ତି ମନୁଷ୍ୟକୁ ସ୍ମରଣ କଲେ, ସେହି ସମୟରେ ସ୍ମୃତ ବ୍ଯକ୍ତିର ତଣ୍ଟିରେ ଖାଦ୍ୟାଦି ଅଟକିଯାଏ।)