ତଣ୍ଟିରେ ଠିଆ ହେବା Taṇṭire ṭhiā hebā
- ଦେ. କ୍ରି — ଅନ୍ଯ ବ୍ଯକ୍ତିର ଗଳା ଉପରେ ଠିଆ ହୋଇ ଗୋଡ଼ଦ୍ୱାରା ତାହାର କଣ୍ଠନଳୀକୁ ଚିପି ତାକୁ ମାରି ପକାଇବା — To kill a person by treading on his throat
- ଦେ. କ୍ରି — (ଲକ୍ଷଣାର୍ଥ) ତଣ୍ଟିରେ ଖୁର ଦେବା 2, 3 (ଦେଖ) — (ଲକ୍ଷଣାର୍ଥ) ତଣ୍ଟିରେ ଖୁର ଦେବା, 3(ଦେଖ)— . Taṇṭire khura debā & 3 (See)