ତଣ୍ଟିକଟା Taṇṭikaṭā

  • ଦେ. ବି — ପ୍ରାଣନାଶ କରିବା ନିମନ୍ତେ ତୋଟିର ନଳୀକୁ କାଟିବା — Cutting of the throat or gullet
  • ଦେ. ବି — ଗୋରୁଙ୍କର ଘୁଡ଼ୁକାରୋଗ; ଘୁଡ଼ୁକା (ଦେଖ) — Ghurdukā (See)
  • ଦେ. ବି — ଯେ ଧନ ଅପହରଣ ଲୋଭରେ ଅନ୍ଯ ବ୍ଯକ୍ତିର ତଣ୍ଟି କାଟି ମାରିପକାଏ; ଖଣ୍ଟ; ଠଗ — Cut-throat; thug
  • ଦେ. ବିଣ (ଲକ୍ଷଣାର୍ଥ) — ଅବିଶ୍ୱାସୀ; ଦଗାଦାର — Untrustworthy; fraudulent; dangerous (person)
  • ଦେ. ବିଣ (ଲକ୍ଷଣାର୍ଥ) — ପରତେ ନ ଯିବୁ ତଣ୍ଟି କଟାକୁ, ପରତେ ନ ଯିବୁ ଚୁଟିକଟାକୁ। ପ୍ରବଚନ।
  • ଦେ. ବିଣ (ଲକ୍ଷଣାର୍ଥ) — ଅନ୍ଯ ବ୍ଯକ୍ତିର ତଣ୍ଟି କାଟିବା ପରେ ତା ଠାରୁ ଅପହୃତ (ଧନ) — (property) Taken from a person after killing him by cutting his throat
  • ଦେ. ବିଣ (ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) ଠକେଇବୃତ୍ତ ଲବ୍ଧ (ଧନ); ଅସଦ୍ ଉପାୟରେ ଲବ୍ଧ (ଧନ) — (property) Earned by cheating or by evil means