ତଣ୍ଟିଆ Taṇṭiā
- ଦେ. ବି — ବେକର ଆଗ ପାଖରେ ଅର୍ଦ୍ଧଚନ୍ଦ୍ରାକୃତି ହସ୍ତଦ୍ୱାରା ମରାଯିବା ଧକ୍କା; ତୋଟିଆ; ଗଳିଆ — A push with palm on the throat
- ଦେ. ବି — ବିବେକ ପଛରୁ ଲଗାଏ ତଣ୍ଟିଆ। ରାଧାନାଥ—ନିବେଦନ।
- ଦେ. ବି — [ଦ୍ର—ବେକ ପଛରୁ ଧକ୍କାକୁ ହାବୁକା ଓ ଆଗର ଧକ୍କାକୁ ତଣ୍ଟିଆ ଓ ଗଳଥା କୁହାଯାଏ। କିନ୍ତୁ ସାଧାରଣତଃ ଲୋକେ ତଣ୍ଟିଆକୁ ହାବୁକା ଅର୍ଥରେ ମଧ୍ୟ ବ୍ଯବହାର କରନ୍ତି।]