ତଣ୍ଟି ମେଲିବା Taṇṭi melibā

  • ଦେ. କ୍ରି — ଉଚ୍ଚସ୍ୱରରେ କଥା କହିବା — To speak in a loud voice
  • ଦେ. କ୍ରି — ଭୀମ ତାହା ଦେଖି ବୋଲେ ତଣ୍ଟିମେଲି। କୃଷ୍ଣସିଂହ. ମହାଭାରତ ସଭା।