ତଣ୍ଟି ଧରିବା Taṇṭi dharibā
- ଦେ. କ୍ରି — ଗଳା ଦରଜ ହୋଇ ଫୁଲିବା — Inflamation of the throat
- ଦେ. କ୍ରି — ଗଳା ସ୍ୱର ବିକୃତ ହେବା ବା ବସିଯିବା — Hoarseness of the voice
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଅକଳରେ ପକାଇବା ବା ଜୋର କରି ଧରିବା ବା ଜିଗର କରି ଧରିବା — To hold a man by the neck; to hold a man tight (actually and figuratively)
- ଦେ. କ୍ରି — (କୌଣସି ଖାଦ୍ୟପଦାର୍ଥ) ତୋଟିରେ ଅଟକିବା — To stick in the throat