ତଣ୍ଟି ଘା Taṇṭi ghā
- ଦେ. ବି — ଗଳବ୍ରଣ — A boil on or in the throat
- ଦେ. ବି — ଗୋରୁମାନଙ୍କର କଣ୍ଠନଳୀର ଘାଆ ଓ ଫୁଲା; ଗୋରୁ— ମାନଙ୍କର ଏକପ୍ରକାର ରୋଗ — A cattle disease accompanied by swelling of the throat
- (ଲକ୍ଷଣାର୍ଥ) — (ଲକ୍ଷଣାର୍ଥ) ଗଳଗ୍ରହ — A burden on one's shoulder
- (ଲକ୍ଷଣାର୍ଥ) — (ଯଥା—ସେ ମୋର ତଣ୍ଟି—ଘା ହୋଇ ରହିଛି।)