ତଣ୍ଟି କାଟିବା Taṇṭi kāṭibā
- ଦେ. କ୍ରି — ଗଳା କାଟିବା — To cut the throat
- ଦେ. କ୍ରି — ଗଳା କାଟି ମାରିଦେବା — To kill by cutting the throat
- ଦେ. କ୍ରି — ସର୍ବନାଶ ଘଟାଇବା — To ruin a person; to cause ruin (of a person)
- ଦେ. କ୍ରି — (ଯଥା—ବୃଦ୍ଧ ବୟସରେ ବାପମାଆଙ୍କର ତଣ୍ଟି କାଟିଦେଇ ଯୁବକ ପୁତ୍ର ସନ୍ନ୍ୟାସୀ ହୋଇଗଲା।)
- ଦେ. କ୍ରି — ଦଗା ଦେବା; ଠକିବା — To cheat; to commit fraud
- ଦେ. କ୍ରି — ଅଣ୍ଟି ଛୁରି ତଣ୍ଟି କାଟେ—ପ୍ରବଚନ।