ତଣ୍ଟାଇବା Taṇṭāibā

  • ଦେ. କ୍ରି. (ସଂ. ତ୍ରୋଟୀ=ତୋଟି; ବେକର ସାମନା ପାଖ; ମନୁଷ୍ୟର ତୋଟିକୁ ଧଇଲେ ମନୁଷ୍ୟ କାବୁ ହୋଇ ରହେ; ସଂ. ଦାନ୍ତି= ଦମନ) — ଅକଳରେ ପକାଇବା; ଦଣ୍ଠେଇବା; ଆପଦରେ ପକାଇବା; ବେକାବୁ କରିବା — To put a person in trouble or awkward position to corner a person, to embarass
  • ଦେ. କ୍ରି. (ସଂ. ତ୍ରୋଟୀ=ତୋଟି; ବେକର ସାମନା ପାଖ; ମନୁଷ୍ୟର ତୋଟିକୁ ଧଇଲେ ମନୁଷ୍ୟ କାବୁ ହୋଇ ରହେ; ସଂ. ଦାନ୍ତି= ଦମନ) — ଗଳାଧକ୍କା ବା ତଣ୍ଟିଆ ମାରିବା — To give a push with the palm on the throat; to collar a person
  • ଦେ. କ୍ରି. (ସଂ. ତ୍ରୋଟୀ=ତୋଟି; ବେକର ସାମନା ପାଖ; ମନୁଷ୍ୟର ତୋଟିକୁ ଧଇଲେ ମନୁଷ୍ୟ କାବୁ ହୋଇ ରହେ; ସଂ. ଦାନ୍ତି= ଦମନ) — (ପାଣି ବା ପ୍ରାଣ) ତଣ୍ଟି ବା କଣ୍ଠ ପର୍ଯ୍ୟନ୍ତ ଉଠିବା — (water or life) To rise up to the neck
  • ଦେ. କ୍ରି. (ସଂ. ତ୍ରୋଟୀ=ତୋଟି; ବେକର ସାମନା ପାଖ; ମନୁଷ୍ୟର ତୋଟିକୁ ଧଇଲେ ମନୁଷ୍ୟ କାବୁ ହୋଇ ରହେ; ସଂ. ଦାନ୍ତି= ଦମନ) — (ଯଥା—ବଢ଼ି ପାଣି ନଈବନ୍ଧକୁ ତଣ୍ଟାଇଲାଣି; ତା ପ୍ରାଣ ଆସି ତଣ୍ଟାଇଲାଣି, ସେ ମରିବାକୁ ବସିଲାଣି।)