ତଚ୍ଛୁଦାନ Tachchhudāna

  • ଗ୍ରା. ବି (ସଂ. ଚକ୍ଷୁର୍ଦାନ) — ଦେବପ୍ରତିମାମାନଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଖିକୁ ଚିତ୍ରଣ କରିବା ବିଧି — The painting of the eyes in an image just before the rite of giving life to it
  • ଗ୍ରା. ବି (ସଂ. ଚକ୍ଷୁର୍ଦାନ) — [ଦ୍ର—ପ୍ରାଣପ୍ରତିଷ୍ଠା ପୂର୍ବରୁ ନିର୍ମିତ ପ୍ରତିମାର ଦେହରେ ଚିତ୍ରକାରର ଏହାହିଁ ଶେଷ କାର୍ଯ୍ୟ। ପ୍ରତିମାର ସବୁ ଅଙ୍ଗ ତିଆରି ସରିବା ପରେ ଆଖିର ଚିତ୍ରଣ କରାଯାଏ। ତଚ୍ଛୁଦାନ ହେବା ପରେ ପ୍ରତିମାର ମନ୍ତ୍ରଦ୍ୱାରା ଜୀବନ୍ୟାସ କରାଯାଏ।]