ତଚ୍ଛରୂପ Tachchharūpa

  • ଗ୍ରା. ବିଣ (ସଂ. ତତ୍ସ୍ୱରୂପ) — ହୁବେହୁବ୍; ଅବିକଳ — 1. Exact; perfect
  • ଗ୍ରା. ବିଣ (ସଂ. ତତ୍ସ୍ୱରୂପ) — (ଯଥା—ଫଟଗ୍ରାଫ ଯନ୍ତ୍ର ମନୁଷ୍ୟର ତଚ୍ଛରୂପ ଚିତ୍ର ଆଙ୍କିନିଏ।)
  • ଗ୍ରା. ବିଣ (ସଂ. ତତ୍ସ୍ୱରୂପ) — ଠିକ୍ ତାହାପରି — Exactly similar to that
  • ଗ୍ରା. ବି — ନିଜର ବିକଟ ରୂପ — One's own furious image or form
  • ଗ୍ରା. ବି — (ଯଥା—ତୁ ତ କେବେ ତା ତଚ୍ଛରୂପ ଦେଖି ନାହୁଁ, ଦେଖିଲେ ହଗି ମତି ପକେଇବୁ।)