ତଙ୍ଗ୍ହାଲ Taṅg-hāl

  • ବୈଦେ. ବିଣ (ଫା) — ନିର୍ଦ୍ଧନ; ଗରୀବ — Poor
  • ବୈଦେ. ବିଣ (ଫା) — ରୋଗଗ୍ରସ୍ତ — Ill; sick
  • ବୈଦେ. ବିଣ (ଫା) — ବିପନ୍ନ — Distressed; afflicted