ତଙ୍ଗିତୋଫାନ Taṅgitophāna

  • ବୈଦେ ବି (ଫା ତଙ୍ଗୀ=ବିପନ୍ନ ଅବସ୍ଥା+ ତୁଫାନ୍=ବୃଥା ଦୋଷାରୋପଣ) — ବାବଦୂକତା; ମୁହଁବାଲିଙ୍ଗି — Bragging; boasting
  • ବୈଦେ ବି (ଫା ତଙ୍ଗୀ=ବିପନ୍ନ ଅବସ୍ଥା+ ତୁଫାନ୍=ବୃଥା ଦୋଷାରୋପଣ) — ବୃଥା ଅପବାଦ; କଳଙ୍କାରୋପଣ — Defamation; scandalisation