ତକ୍ଷଶିଳା Taksha-ṡiḻā

  • ସଂ. ବି. (ତକ୍ଷ+ଶିଳା) — ପଞ୍ଜାବ ଅନ୍ତର୍ଗତ ନଗରୀବିଶେଷ (ତକ୍ଷ ରାଜାଙ୍କ ରାଜଧାନୀ; ବର୍ତ୍ତମାନ ନାମ ରାଓଲପିଣ୍ଡି) — A town in the Punjab; Taxilla
  • ସଂ. ବି. (ତକ୍ଷ+ଶିଳା) — [ଦ୍ର—ବର୍ତ୍ତମାନ ତକ୍ଷଶିଳାର ଭୂମି ତଳୁ ଅନେକ ବୌଦ୍ଧ ସ୍ତୂପାଦିଗ ଚିହ୍ନ ବାହାରୁଛି। ଗ୍ରୀକ୍ବୀର ସିକନ୍ଦରଙ୍କୁ ତକ୍ଷଶିଳାର ରାଜା ଖୁବ୍ ସମ୍ମାନ ଓ ସତ୍କାର କରିଥିଲେ। କେତେକ କାଳ ପର୍ଯ୍ୟନ୍ତ ଏହା ଅଶୋକଙ୍କ ସାମ୍ରାଜ୍ୟଭୁକ୍ତ ସମୃଦ୍ଧିମନ୍ତ ନଗର ଓ ପଶ୍ଚିମ ଭାରତର ପ୍ରଧାନ ବିଦ୍ୟାପୀଠ ଥିଲା। ଚାଣକ୍ୟ ଏହି ସ୍ଥାନର ଲୋକ ଥିଲେ।]