ତଇନାତ୍ Taināta
- ବୈଦେ. ବି.—(ଆ. ତୟୁନାତୀ) — ପିଆଦା ପଠାଇ ବିଶେଷ ଜିଗର ସହିତ ତଲବ ତାଗିଦା; ପିଆଦା ଯୋଗେ ବିଶେଷ ଜରୁର ତଲବ; ତମ୍ବିତାଗିଦା — Demand made through a special messenger
- ବୈଦେ. ବି.—(ଆ. ତୟୁନାତୀ) — କୌଣସି କାର୍ଯ୍ୟ ପାଇଁ କୌଣସି ବ୍ଯକ୍ତିର ନିଯୁକ୍ତିକରଣ — Deputation; appointment
- ବୈଦେ. ବି.—(ଆ. ତୟୁନାତୀ) — ବାକିଦାର୍ ପ୍ରଜା ଓ ଖାତକ ଆଦିଙ୍କଠାକୁ ପଠାଯିବା ପିଆଦା — A peon deputed to a tenant or debtor in arrears
- ବିଣ (ଆ. ତଅଯ୍ଯୁନାତୀ) — ବିଶେଷ କାର୍ଯ୍ୟ ପାଇଁ ନିଯୁକ୍ତ (ପିଆଦା) — Sepicially deputed (poen)