ତଅଁର ଧରିବା Taañra dharibā

  • ଦେ. କ୍ରି (ଧୋବା ଲୁଗା ଧୋବ କଲାବେଳେ) ଲୁଗା ଧଡ଼ିର ରଙ୍ଗକୁ ରକ୍ଷା କରିବା — To protect or preserve the colour of the dyed border of a cloth during washing
  • ଦେ. କ୍ରି (ଧୋବା ଲୁଗା ଧୋବ କଲାବେଳେ) (ଯଥା—ଧୋବଣୀ ତଅଁର ଧରିବା ଖର୍ଚ୍ଚ ମାଗୁଛି।)