ଢୋକିବା Ḍhokibā
- ଦେ. କ୍ରି.—(ସଂ. ସ୍ତୋକ; ସଂ. ଢୌକ ଧାତୁ=ଗତି) — ଗିଳିବା — To gulp down
- ଦେ. କ୍ରି.—(ସଂ. ସ୍ତୋକ; ସଂ. ଢୌକ ଧାତୁ=ଗତି) — ଗଳାଧଃକରଣ କରିବା — To swallow
- ଦେ. କ୍ରି.—(ସଂ. ସ୍ତୋକ; ସଂ. ଢୌକ ଧାତୁ=ଗତି) — ପିଇବା — To drink
- ଦେ. କ୍ରି.—(ସଂ. ସ୍ତୋକ; ସଂ. ଢୌକ ଧାତୁ=ଗତି) — ଢୋକୁଟିଏ ତା ପଲ୍ଲବ, ଅଧରରୁ ମଧୁ ଦ୍ରବ ଢୋକିବା ବିବେକ ଲବ ନୋହିଲା ରେ। କବିସୂର୍ଯ୍ୟ. ସଙ୍ଗୀତ।