ଢେର Ḍhera
- ଦେ. ବିଣ—(ସଂ. ଭୂରି) — ଯଥେଷ୍ଟ — Abundant; sufficient
- ଦେ. ବିଣ—(ସଂ. ଭୂରି) — ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ, କଲମ, ଢେର ସମୟ ଆବଶ୍ୟକ। ଫକୀରମୋହନ. ଛମାଣ ଆଠଗୁଣ୍ଠ।
- ଦେ. ବିଣ—(ସଂ. ଭୂରି) — ବିସ୍ତର; ବହୁତ; ଅତ୍ୟଧିକ; ଅନେକ — Too much; execessive; to many
- ବି. — ଅତ୍ୟଧିକ — Execess; plenty