ଢେଙ୍କୁଣିଆ Ḍhaṅkuṇiā
- ପ୍ରାଦେ. (ଗଡ଼ଜାତ) ବି — ଢଙ୍କୁଣିଆ (ଦେଖ) — Ḍhaṅkuṇiā (See)
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର— 1899 ସାଲ ପର୍ଯନ୍ତ କେନ୍ଦୁଝରରେ ଢେଙ୍କୁଣିଆ ପାଇକ ନାମରେ ଏକ ଶ୍ରେଣୀର ଜାଗରିଆ ପାଇକ ଥିଲେ।] — [ଦ୍ର—1899ସାଲ ପର୍ଯନ୍ତ କେନ୍ଦୁଝରରେ ଢେଙ୍କୁଣିଆ ପାଇକ ନାମରେ ଏକ ଶ୍ରେଣୀର ଜାଗରିଆ ପାଇକ ଥିଲେ]