ଢେଙ୍କାଶ୍ରାବଣ Ḍheṅkāṡrābaṇā

  • ଦେ. ବି. — ଧାରାଶ୍ରାବଣ, ଯେଉଁ ଶ୍ରାବଣମାସରେ ଢିଙ୍କି କୁଟିଲା କୁଟିଲାପରି ଅନବରତ ବୃଷ୍ଟି ହୁଏ — Month of Ṡrābaṇa in which it rains incessantly
  • ଦେ. ବି. — ଅଇଲାରେ ଢେଙ୍କା ଶ୍ରାବଣ, ଭାଦ୍ରବ ତିରିଶିଦିନ ଆଶ୍ୱିନ ମାସରେ ଗହଳା ଗହଳି, କାର୍ତିକରେ ପାଇବୁ ଦିନ। କୃଷିବଚନ