ଢେଁପ୍ଲିବା Ḍheñplibā

  • ପ୍ରାଦେ (ସମ୍ବଲପୁର) କ୍ରି — ଢେଁକ୍ଲିବା (ଦେଖ) — Ḍheṅklibā (See)
  • ପ୍ରାଦେ. (ଗଡ଼ଜାତ) ବି — ଗଡ଼ଜାତରେ ସବାରୀ କାନ୍ଧିଆ ବେହେରାଙ୍କ ଡାକବିଶେଷ — One of the words uttered by Palki bearers in the Orissa States
  • ପ୍ରାଦେ. (ଗଡ଼ଜାତ) ବି — (ଯଥା—ଢେଁପ୍ଲିବା, ଢିପେଇଥିବା।)