ଢେଁକ୍ଲିବା Ḍheñk-libā

  • ପ୍ରାଦେ. (ସମ୍ବଲପୁର) କ୍ରି — (ତୁଳ. ଏହି ଅର୍ଥରେ ଢକେଲ୍ନା)—ପେଲି ଦେବା — To push off
  • ପ୍ରାଦେ. (ସମ୍ବଲପୁର) କ୍ରି — ତରଳ ପଦାର୍ଥ ଢୋକି ଦେବା; ଗିଳି ଦେବା — To shallow up; to gulp down