ଢୁସେଇବା Ḍhuseibā
- ଦେ. ତ୍ରି. (ସଂ. ଧୁଷ ଧାତୁ. ହିଂସା କରିବା।) ଢୁସିବା କ୍ରିୟାର ଣିଜନ୍ତ ରୁପ — The causative form of Ḍhusibā
- ଦେ. ତ୍ରି. (ସଂ. ଧୁଷ ଧାତୁ. ହିଂସା କରିବା।) ଅନ୍ୟଦ୍ୱାରା ସବଳରେ ଆଘାତ କରାଇବା — To cause to hit hard; to cause to ram or butt
- ଦେ. ତ୍ରି. (ସଂ. ଧୁଷ ଧାତୁ. ହିଂସା କରିବା।) କୌଣସି ପଦାର୍ଥରେ ଅନ୍ୟ ପଦାର୍ଥକୁ ଜୋରରେ ବଜାଇବା — To cause to collide
- ଦେ. ତ୍ରି. (ସଂ. ଧୁଷ ଧାତୁ. ହିଂସା କରିବା।) ସେ ଆଘାତରେ ଦୁଃସାସନ ଢୁସୁ ହୋଇ ପଢିଲା ରଥଦଣ୍ଡ ମୁଣ୍ଡକୁ ଢୁସାଇ। କୃଷ୍ଣସିଂହ, ମହାଭାରତ, କର୍ଣ