ଢୁସି ହେବା Ḍhusi hebā

  • ଦେ. କ୍ରି — ଚାଲିବା ସମୟରେ ଅଗ୍ରସ୍ଥିତ ବାଧାଦ୍ୱାରା ଆଘାତ ପ୍ରାପ୍ତ ହେବା — To meet with an obstruction in front while walking
  • ଦେ. କ୍ରି — ଫିଟିବା ଦୁଆରମାନଙ୍କୁ ଭେଟିଲେ ନ ଫିଟିବା ଦ୍ୱାରମାନଙ୍କ ଢେସି ହେଲେ। କୃଷ୍ଣସିଂହ, ମହାଭାରତ, ସଭା