ଢୁଳୁଢୁଳୁ Ḍhuḻu-ḍhuḻu

  • ଦେ. ବି. — ନିଦ୍ରାକୃଷ୍ଟ ହେବାରୁ ଢଳିବା — Dozing
  • ବିଣ — ନିଦ୍ରାକୃଷ୍ଟ — Sleepy; drowsy
  • ବିଣ — ନିଦ୍ରାକୃଷ୍ଟ; ନିଦ୍ରାରେ ଘାରି ହେବା; ଢୁଳାଉଥିବା — Dozing; drowsing
  • ବିଣ — (ଯଥା—ଢୁଳୁଢୁଳୁ ଆଖି।)