ଢୁଢୁଆ କେଳା Ḍhuḍhuā keḻā

  • ଦେ. ବି — ଦାକ୍ଷିଣାତ୍ୟରୁ ଏ ଦେଶକୁ ସମୟେ ସମୟେ ଆସିବା ଏକଜାତୀୟ ତେଲଙ୍ଗା କେଳା — A class of wandering gipsies hailing from the Telugu country
  • ଦେ. ବି — [ଦ୍ର—ଏ ଜାତିର କେଲୁଣୀମାନେ ଚିତା କୁଟନ୍ତି। ତାଳପତ୍ରରେ ଝୁମୁକା ଓ ଖେଳନା ବୁଣି ବିକନ୍ତି ଓ ଭିଖ ମାଗନ୍ତି।]