ଢୁକେଇବା Ḍhukeibā

  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — ଢୁକିବା କ୍ରିୟାର ଣିଜନ୍ତରୂପ — The causative form of 'Ḍhukibā'
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — ଢୁକାଇ ଦେବା — To thrust
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — କୌଣସି ବ୍ଯକ୍ତିକୁ କୌଣସି ସ୍ଥାନରେ ପ୍ରବେଶ କରାଇବା — To cause a person to enter into a place
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — ସଂଲଗ୍ନ କରାଇବା — To press
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — ଢାଳି ଅନୁକମ୍ପା ସୁଧାଝର ଢୁକାଇ ମୋ ହୃଦେ ପୟୋଧର। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — ଢୁକୁଢୁକୁ ହେବା 1 (ଦେଖ) — ଢୁକୁଢୁକୁ ହେବା1(ଦେଖ). Ḍhukuḍhuku hebā 1 (See)
  • ଦେ. କ୍ରି. (ସଂ. ଢୌକ ଧାତୁ= ଗତି) — [ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]