ଢୁକୁଢୁକୁ Ḍhakuḍhuku

  • ଦେ. (ଧନ୍ୟନୁକରଣ) ଅ — ପାଣି ଢୋକିବାର ଶବ୍ଦ — The sound of gulping one sip of water
  • ଦେ. (ଧନ୍ୟନୁକରଣ) ଅ — ହୁଗୁଳା, ଶ୍ଳଥ — Slack; loose
  • ଦେ. (ଧନ୍ୟନୁକରଣ) ଅ — ଜୀବନ ଯିବା ପୂର୍ବରୁ କ୍ଷୀଣଭାବରେ ନିଶ୍ୱାସ ମାରିବା; କ୍ଷୀଣଭାବରେ ହାମ୍ପିବା — Slow painting of a dying animal