ଢୁକାଇ ଆନ୍ବା Ḍhukāiānbā

  • ପ୍ରାଦେ. (ସମ୍ବଲପୁର) କ୍ରି. — ଗାଈ ଗୋରୁଙ୍କୁ ଚରାଇ ଆଣି ଘରେ ପୂରାଇ ଦେବା — To bring cattle back to the house after grazing