ଢିଶ୍ଙ୍ଗା Ḍhiṡṅgā

  • ପ୍ରାଦେ. (ସମ୍ବଲପୁର) ବି. — ଆଷାଢ଼, ଶ୍ରାବଣ ମାସରେ ନୂଆ ପାଣିରେ ଗାଧୋଇବା ଯୋଗୁଁ ଦେହରେ ବାହାରି ଯିବା ଘିମିରିଠାରୁ ବଡ଼ ବଡ଼ ବ୍ରଣ ପରି କୁଣ୍ଡିଆ — A kind of big eruption on the body of persons, bathing in the new water of the rainy season