ଢିପିଢିପେଇବା Ḍhipiḍhipeibā

  • ଦେ. କ୍ରି — ମଝିରେ ଥିବା ଅଂଶ ବା ଠେକ ଉପରେ ରହି ଶଗଡ଼ ପ୍ରଭୃତିର ଦୁଇ ମୁଣ୍ଡ ଉଠିବା ପଡ଼ିବା — To seesaw; to move up and down on a lever in the middle (like a cart or a 'Ḍheṅki), to bob; to toss up and down