ଢିଙ୍କିଆ ଲାଉ Ḍhiṅkiā lāu

  • ଦେ. ବି — ଏକଜାତୀୟ ଲମ୍ବ ଓ ବଡ଼ ଲାଉ — A kind of bottle gourd (large and long); lagenaria vulgaris
  • ଦେ. ବି — ଢିଙ୍କିଆ ଲାଉ, ଟେକିଟାକି ଦେଲେ ପୀଢ଼କୁ ଯାଉ। ଢଗ।
  • ଦେ. ବି — [ଦ୍ର— ଏ ଲତା ଥରେ ପିଢ଼ାରେ ମାଡ଼ିଲେ ଖୁବ୍ ଫଳେ। ପାକଳ ଲାଉର ମୁଣ୍ଡ ପାଖକୁ କାଟି ତଦ୍ଦ୍ୱାରା ଯୋଗୀମାନେ ଥାଳ କରନ୍ତି ଓ ସୀତାରାର ହାଣ୍ଡି ହୁଏ। ଢିଙ୍କିଆ ଲାଉ ଗଛକୁ ନିର୍ଲ୍ଲଜ ବ୍ଯକ୍ତି ସଙ୍ଗେ ଢଗରେ ଇତର ଲୋକେ ତୁଳନା କରିଥାନ୍ତି। ଏଥିପାଇଁ ନିର୍ଲ୍ଲଜ ବ୍ଯକ୍ତିକୁ ଲକ୍ଷ କରି ଢଗ ବୋଲା ଯାଇଥାଏ।]