ଢିଙ୍କି ସମକେଇବା Ḍhiṅki samakeibā

  • ଦେ. କ୍ରି — ଢିଙ୍କିକୁ ଉପର୍ଯ୍ୟୁପରି ଦୋହଲାଇ କରି କୁଟିବା — To hustle the pedal of the 'Ḍheṅki'
  • ଦେ. କ୍ରି — ଦେ ସମକେଇ ଲୋ! ସମା କୁଟଇ ଧାନ, ଢିଙ୍କି ଦେ ସମକେଇ ଲୋ! ଦି ସଉତୁଣୀ ଢ଼ିଙ୍କି ଲାଞ୍ଜିରେ ଖାଆନ୍ତି ବଙ୍ଗଳା ପାନ—ଢେଙ୍କିକୁଟା ଗୀତ।