ଢିଙ୍କି ସମକା Ḍhiṅki samakā

  • ଦେ. ବି — ଢିଙ୍କି କୁଟିବାର ଶବ୍ଦ — The sound of working a 'Ḍheṅki'
  • ଦେ. ବି — [ଦ୍ର— ଢିଙ୍କିର ଅଳ୍ପ ଶବ୍ଦକୁ ସମକା—ସମ୍ ସମ୍ ଶବ୍ଦ; ତାଠାରୁ ବଡ଼କୁ ଦମକା—ଦମ୍ ଦମ୍ ଶବ୍ଦ; ତାଠାରୁ ବଡ଼କୁ, ଦୁଲୁକା— ଦୁଲୁଦୁଲୁ ଶବ୍ଦ କହନ୍ତି।]