ଢିଙ୍କି ପାହାର Ḍhiṅki pāhāra

  • ଦେ. ବି. — ଢିଙ୍କି ମୁଣ୍ଡରୁ ଅଳ୍ପ ଦୂରରେ ଭରାଣ୍ଡିରେ ପଡ଼ିବା ନିମିତ୍ତ ଲମ୍ବ ଭାବରେ ମୁଷଳାକାରରେ ପଶିଥିବା କାଠ ଖଣ୍ଡ — The pestle of a 'Ḍhiṅki'
  • ଦେ. ବି. — ଢିଙ୍କିର ଆଘାତ — A stroke of the Ḍheṅki