ଢିଙ୍କି ଗିଳିବା Ḍhiṅki giḻibā

  • ଦେ. କ୍ରି — କୌଣସି ଅସମ୍ଭବ କର୍ମ କରିବାକୁ ବାଧ୍ୟ ହେବା — To be forced to do some-thing impossible
  • ଦେ. କ୍ରି — ବାପା ରାଣ ଢିଙ୍କି ଗିଳ—ପ୍ରବଚନ।