ଢାଳିଯିବା Ḍhāḻij̄ibā

  • ଦେ. କ୍ରି — ଢାଳିବା କ୍ରିୟାର କର୍ମବାଚ୍ୟ ରୂପ ଅଜାଡ଼ି ହେବା — To be poured out; to be spilt
  • ଦେ. କ୍ରି — ମନକୁ ଇଡ଼ିଯିବା — To be spilt out of its own accord
  • ଦେ. କ୍ରି — (ଯଥା—କାଳିଘଡ଼ି ଅସମତଳ ଭୂମିରେ ରଖାଯିବାରୁ କାଳିଯାକ ଢାଳିଗଲା।)