ଢାଙ୍କୁଣି Ḍhāṅkuṇi

  • ଦେ. ବି. (ସଂ. ଢୌକ ଧାତୁ=ଆବରଣ) — ଘୋଡ଼ଣି — A cover
  • ଦେ. ବି. (ସଂ. ଢୌକ ଧାତୁ=ଆବରଣ) — ନୟନୁ ଉପୁଡ଼ିଗଲା ନିର୍ଲଜ ଢାଙ୍କୁଣି। ପ୍ରାଚୀ. ରହସ୍ୟମଞ୍ଜରୀ।
  • ଦେ. ବି. (ସଂ. ଢୌକ ଧାତୁ=ଆବରଣ) — ଆବରଣ; ସରପୋଷ — A lid