ଢାଉ ରଙ୍ଗ Ḍhāu raṅga

  • ଦେ. ବି — ଗଞ୍ଜପା ତାସର ନାଲି ରଙ୍ଗ — The red coloured cards of Gan̄japā game
  • ଦେ. ବି — ଫକ୍କା ନାଲି ରଙ୍ଗ — 2. Light red colour
  • ଦେ. ବି — ଏକ ପ୍ରକାର ବଡ଼ ଜଙ୍ଗଲି ଗଛ — A kind of wild timber tree; Ulmus Entegrifolia; Heloptelea; Integrifolia (Haines)
  • ଦେ. ବି — [ଦ୍ର—ଏଥିରେ କବାଟ ଆଦିର ପଟା ହୁଏ। କାଠ ଈଷତ୍ ନାଲି। ଏହା କୁରୁମ ଜାତୀୟ ଗଛ।]