ଢଳେଇବା Ḍhaḻeibā

  • ଦେ. କ୍ରି. — ଢାଳିବା କ୍ରିୟାର ଣିଜନ୍ତରୂପ — The causative form of Ḍhāḻibā
  • ଦେ. କ୍ରି. — ଢଳିବାର ଉପାୟ କରିବା — To cause to lean
  • ଦେ. କ୍ରି. — ଢାଳିବାର ଉପାୟ କରିବା — To cause to poured