ଢମୁକ Ḍhamuka

  • ଦେ. ସର୍ବନାମ (ଅମୁକ ଶବ୍ଦ ସଙ୍ଗେ ସହଚରରୁପେ ବ୍ଯବହୃତ) — କହି ନ ହେବା ବିଷୟ; ଫଲଣା; ଅମୁକ ଅନିର୍ଦ୍ଦିଷ୍ଟନାମା, ଉଦ୍ଦିଷ୍ଟନାମା (ବ୍ଯକ୍ତି ବା ବିଷୟ) — So and so
  • ଦେ. ସର୍ବନାମ (ଅମୁକ ଶବ୍ଦ ସଙ୍ଗେ ସହଚରରୁପେ ବ୍ଯବହୃତ) — (ଯଥା—ମୋର ତୁ ଆମୁକ ଢମୁକ କରି ପକେଇବୁ।)