ଢମାଳିଆ Ḍhāmāḻiā

  • ଦେ. ବିଣ — ଗର୍ବୀ — Proud; haughty
  • ଦେ. ବିଣ — ନିଃସାର ଅଥଚ ବାହ୍ୟାଡ଼ମ୍ବର ଯୁକ୍ତ — Showy but unsubstantial
  • ଦେ. ବିଣ — ଢୋଲ ହୋଇ କରି ନ ଥାଏ ସ୍ୱର, ସର ହୋଇ ଯେବେ ନ ଥାଏ ନୀର। ଢମାଳିଆ ନାମ ଅଟେ ସେ ପୁର, କହେ ଦନାଇ ଏ କଥା ନିକର। ଦନାଇଦାସଙ୍କ ପହଳି।
  • ଦେ. ବିଣ — ଆଡ଼ମ୍ବରପ୍ରିୟ — Showy; fond of pomposity
  • ଦେ. ବିଣ — ବଚନସର୍ବସ୍ୱ — Boasting, braggart, boastful