ଢଣଢଣିଆଁ Ḍhaṇa-ḍhaṇiāñ

  • ଦେ. ବିଣ — ବହୁତ ବୁଲି ବୁଲି ବିରକ୍ତ ଓ ଶୀର୍ଣ୍ଣ ହୋଇଥିବା — Over-fatigued by too much wandering
  • ଦେ. ବିଣ — ଉଦ୍ଦେଶ୍ୟହୀନ ଭାବେ ବୁଲୁଥିବା (ବ୍ଯକ୍ତି) — Roving; loafing about (person)