ଢଙ୍ଗର ଢଙ୍ଗର Ḍhaṅgara ḍhaṅgara
- ଦେ. (ଧ୍ୱନ୍ୟନୁକରଣ) ଅ — ଅନେକ ଗୁଡ଼ିଏ ଢୋଲ ଅନୁଚ୍ଚସ୍ୱରରେ ବାଜିବାର ଶବ୍ଦ; ଢାଉଁ ଢାଉଁ — Loud sound of many tomtoms or drums
- ଦେ. (ଧ୍ୱନ୍ୟନୁକରଣ) ଅ — ସତର ଖଣ୍ଡ ବାଇଦ ବାଜେ ଢଙ୍ଗରଢଙ୍ଗର। ଢଗ।
- ଦେ. (ଧ୍ୱନ୍ୟନୁକରଣ) ଅ — ଢଂ ଢଂ 1 (ଦେଖ) — ଢଂ ଢଂ1(ଦେଖ)—. Ḍhaṁ ḍham (See)
- ଦେ. ବିଣ — ହୁଗୁଳା; ଗଳଗଳ — 2 Loose; slack; loosly fitting